2) OTET EXAM , BSE BOARD ODISHA
@ RS --2000/-
Sub—Math ।
Exp --।>>>20 years
01 to 01 doubt clear ( GROUP CLASS )
ଗଣିତ କରୁଥିବା ସମୟରେ ଶିଶୁଟି ପଚାରୁଥିବା ପ୍ରଶ୍ନ ମାଧ୍ୟମରେ ତାର ଗଣିତର ପରିଚୟ ଜାଣିନିଏ ,ସେ ଅନୁଯାଇ ତାକୁ ବୁଝେ ,ସମୟ ଦିଏ ଓ ଆଗକୁ ନିଏ l each student will get special care .ଏଠାରେ ଉଦାହରଣ ଓ କୌଶଳ ଦରକାର ଅନୁଯାଇ ଶିଶୁକୁ ଦିଆଯାଏ l ତେଣୁ teaching explain ସମୟରେ step by step each doubt (ଶିଶୁ ର କଣ ଆସିବ) କୁ ଦୂର କରେ l ଫଳରେ ଶିଶୁ ଭୟ ମୁକ୍ତ ହୁଏ l ଏ teaching ନିମ୍ନ // ମଧ୍ୟମ// ଉତ୍ତମ // ସ୍ତର ସକାଶେ ପ୍ରଯୁଜ୍ୟ l