ଗଣିତ କରୁଥିବା ସମୟରେ ଶିଶୁଟି ପଚାରୁଥିବା ପ୍ରଶ୍ନ ମାଧ୍ୟମରେ ତାର ଗଣିତର ପରିଚୟ ଜାଣିନିଏ ,ସେ ଅନୁଯାଇ ତାକୁ ବୁଝେ ,ସମୟ ଦିଏ ଓ ଆଗକୁ ନିଏ l each student will get special care .ଏଠାରେ ଉଦାହରଣ ଓ କୌଶଳ ଦରକାର ଅନୁଯାଇ ଶିଶୁକୁ ଦିଆଯାଏ l ତେଣୁ teaching explain ସମୟରେ step by step each doubt (ଶିଶୁ ର କଣ ଆସିବ) କୁ ଦୂର କରେ l ଫଳରେ ଶିଶୁ ଭୟ ମୁକ୍ତ ହୁଏ l
ଏ teaching ନିମ୍ନ // ମଧ୍ୟମ// ଉତ୍ତମ // ସ୍ତର ସକାଶେ ପ୍ରଯୁଜ୍ୟ l DEGREE C.T. B .Ed C.I.G. EXP -> 23 yrs. HEAD SEVAK .
1 LIVE CLASS .
CASH BOOK CONCEPT .
SPOKEN ENGLISH CLASS
MATH SOLUTION
l
Students
ବୁଝି ନ ପାରିଲେ ବଜାର ସହ ତୁଳନା କରି EXAMPLE ଦେଇ ବୁଝାନ୍ତି ,ଫଳରେ ବୂଝିବା ସହଜ ହୁଏ l
Students
ନିଜର ଭୁଲ କୁ ଜାଣିବା ପାଇଁ କଣ କରିବା ? FORMULA APPLYଓ ମନେ ରଖିବା କେମିତି ?
Students
ଆମର ଗଣିତ ର ପୂର୍ବ ଜ୍ଞାନ ଦୁର୍ବଳ ଜାଣିପାରି ପ୍ରତି ଷ୍ଟେପ ରେ ପୂର୍ବ ଜ୍ଞାନ ଓ CONCEPT କୁ ବୁଝାଇ--- ---ଓ ଜଣା ନ ଥିବା ପୂର୍ବ ଜ୍ଞାନର HOMEWORK ଦେଇ ଆମକୁ ଆଗକୁ ନିଅନ୍ତି l