ଦେଖିବା ଶୁଣିବା ପଢିବା ଲେଖିବା
1) teacher--ସ୍ଵାଗତ ଓ ଅଭିନନ୍ଦନ --offline class is better feel କର କାରଣ student - teacher ଙ୍କ interaction ହୁଏ l 2) ଛାତ୍ର-- ହଁ
1) teacher -ଏଠାରେ ମଧ୍ୟ ତାହା ପାଇବ , କଣ ବିଶ୍ଵାସ ହେଉନି କି ? 2) --ଛାତ୍ର--ନା
1) ଶିକ୍ଷକ --ଚାଳ ଆସ ଆରମ୍ଭ କରିବା --- Books with Mobile ଦ୍ଵାରା ପ୍ରସ୍ତୁତ --MATH SOLUTION -- Live video class course / video recording ହୋଇଥାଏ l class ରେ ଛାତ୍ର ଛାତ୍ରୀ ପଚରୁଥିବା ପ୍ରଶ୍ନ ବା doubt କୁ ଉଠାଯାଇ ସେ ପ୍ରଶ୍ନ ବା doubt କୁ ସମାଧାନ କରାଯାଇଅଛି l
2) ଛାତ୍ରୀ -- sir ଙ୍କ ସହ କଥା ନ ହୋଇ ପଢିବାକୁ କଷ୍ଟ ଲାଗିବ ନି କି ? bore ବି ଲାଗିବ ନା ?
1) ଶିକ୍ଷୟତ୍ରୀ -- ନା -ଏଠାରେ ବି ତାହା ମିଳିବ l 2 ) ଛାତ୍ର -- କେମିତି ?
1) tr -weekly(ସପ୍ତାହ ) କୁ direct live class -5 ପାଇବ , exam ଦେବ 2 ) ଛାତ୍ର -- ମୋତେ ପୁରୁଣା ପାଠ ବି ଆସେନି କଣ କରିବି ?
1) TR- -NO problem ତଳ ଲିଷ୍ଟ କୁ ଦେଖ ଓ 1 st class ପୂର୍ବରୁ ତୁମକୁ ପୂର୍ବ ପାଠ ର କଣ ଆସେନି msg ଦେବ ,ସତ କହି ନିଜେ ନିଜର ଦlୟିତ୍ଵ ନେବ ଓ ଶିଖିବ 1st class re ବୁଝିବା ପର୍ଯନ୍ତ କରିବ ଓ ତାପରେ ----
2) ଠିକ ଅଛି , ମୋତେ DOUBLE ଲାଭ --time fix କରିLIVE VIDEO CLASS ଦେଖିବି l doubt live class ରେ ବି ପଚାରିବି
1) WELCOME TO OUR CLASS --JOIN --SEAT IS LIMITED
2)କମା ଦେବା କିପରି ?
3)ସଂଖ୍ୟା ର ନାମ ?
4) ସ୍ଥାନୀୟ ମାନ ଓ ବିସ୍ତାରିତ
5) ସଂଖ୍ୟା ମଧ୍ୟରେ ବଡ ଓ ସାନ ଜାଣିବା
6) ଫରବର୍ତ୍ତୀ ଓ ପୂର୍ବବର୍ତ୍ତୀ
7) ଗୁଣନୀୟକ ଓ ଗୁଣିତକ
8) ମୌଳିକ - ଯୋଗିକ --ଯୁଗ୍ମ୍ନ --ଅଯୁଗ୍ନ --ଗାସଗୁ -ଲସାଗୁ --
9) ଯୋଗ ଓ ବିୟୋଗ ଓ ଗୁଣନ ଓ ହରଣ
10) ଭଗ୍ନ ସଂଖ୍ୟା ରେ ଯୋଗ / ବିୟୋଗ / ହରଣ /ଗୁଣନ ଓ ସାନ ବଡ ନିର୍ଣୟ
11) dasamika ରେ ଯୋଗ ବିୟୋଗ ଗୁଣନ ହରଣ 12) ମିଟର /ସେମି
କେଜି /ଗ୍ରାମ liter /ମିଳିମିଟର AM /PM ନିଜକୁ କେତେ ବର୍ଷ ଜାଣିବା ଓ ଟଙ୍କା ଓ ପଇସା ର ହିସାବ
KEYWORDS ARE ---
ODISHA BOARD 8TH CLASS MATH
PRIMARY MATH
ODIA MATH FOR CLASS 5TH
ODIA MATH FOR CLASS 6
BSE BOARD ODISHA MATH /
BSE ODISHA CLASS 8TH /9TH /10 MATH
/CLASS 7TH ODIA MATH
PROFIT & LOSS /HCF LCM
PERCENTAGE
SIMPLE INTREST FORMULA
DISCOUNT
HOME TUTOR FOR CLASS 8TH /
MATH FORMULA ODIA
ODIA MATH QUESTION /ONLINE CLASSES
ONLINE TUTION /ONLINE TUTOR
@@---କୋଣ କଣ ? ତ୍ରିଭୁଜ କେତେ ପ୍ରକାର - ବlହୁ ଓ କୋଣ ଅନୁଯାଇ ? ଆବଦ୍ଦ ଚିତ୍ର ? ବୃତ୍ତ ? --କ୍ଷେତ୍ର ଫଳ ଓ ପରିସୀମା --ବିଭାଜ୍ୟତା ନିୟମ
,ରଶ୍ମୀ ,ସରଳରେଖା , ରେଖାଖଣ୍ଡ ,--ଅନୁପୂରକ ଓ ପରିପୂରକ - ବିଭିନ୍ନ ଅଙ୍କନ --
ସଂଖ୍ୟା କେତେ ପ୍ରକାର ଓ କଣ କଣ ? ଅନୁପାତ ଓ ସମାନୁପାତ , ଦଶମିକ କୁ ଶତକଡା କରିବା
ବୀଜଗଣିତ କଣ ? ସଙ୍କେତ ଓ ବୀଜ ? ଚଳ ରାଶି ,ଧୃବକ ,ଆଧlର , ଘାତ ,ବିଜଗାଣିତିକ ପରିପ୍ରକାଶ କଣ ?
@@@ ---ସଂଖ୍ୟା ରେଖା ରେ ଯୋଗ /ବିୟୋଗ ଓ ପୂର୍ଣ୍ଣ ସଂଖ୍ୟା ରେ ଯୋଗ/ ବିୟୋଗ କିପରି କରିବା ?
ମ୍ଯାଜିକ box ର ଚିହ୍ନ କୁ ଧରି କେମିତି କରିବା ? pocket moneyଓ ଦୋକାନରେ ବାକି କୁ ନେଇ କିପରି କରିବା ?
ପ୍ରତୀପ /ସନ୍ନହିତ /ଅନୁପୂରକ/ ପରିପୂରକ/ ଛେଦକ / ପରିମେୟ ସଂଖ୍ୟା / ପରମମାନ / ଶତକଡା ? >> ରିହାତି> ସରଳ ସୁଧ >
@@@@@-
-ପଲିନୋମିଆଲ ଓ ବିଜଗlଣିତକପରିପ୍ରକାଶ କଣ ?
ଚଳ ରାଶି ,ଧୃବକ , ସଂକେତ ,ବୀଜ ,ସଦୃଶ , ଅସଦୃଶ ,
ବିଭିନ୍ନ GEOMETRY ର ସମାଧାନ --ବିନ୍ଧୁ ରୁ ........
ଅଭେଦ ଓ ସମୀକରଣ ମଧ୍ୟରେ ପାର୍ଥକ୍ଯ କଣ
ପଲିନୋମିଆଲ ରେ ଯୋଗ / ବିୟୋଗ/ ଗୁଣନ/ହରଣ/ ସୂତ୍ର ନ ଘୋଷି କିପରି ମନେ ରଖିବା
,ଗୁଣନୀୟକ ବିଶ୍ଲେଷଣ , ଘାତ ଓ ଆଧାର ସମାଧାନ ?
ବର୍ଗ ମୂଳ / ଘନମୂଳ /ଆସନ୍ନ ବର୍ଗ ମୂଳ ,ସମୀକରଣ ସମାଧାନ,Bankର ବିଭନ୍ନ ସୁଧ ,ସଳଖ / ପ୍ରତିଲୋମି ଚଳନ ଓ ଲେଖଚିତ୍ର etc
BOOK ର ସବୁ lesson ର ଧାରଣା ଓ exercise ର ସମାଧାନ --- କୁ କ୍ଷୁଦ୍ର ଭାଗରେ ବୀଭକ୍ତ କରି ତୁମକୁ ଦେବା ଆମର ଲକ୍ଷ୍ୟ l
" କ୍ଷୁଦ୍ର part ର କନସେପ୍ଟ strong ହେଲେ 5 marks ଗଣିତ 100% ଠିକ ହେବ 100% score ଆଣିବାକୁ ପ୍ରସ୍ତୁତ ହେବ "
" ଅଜଣା concept ରୁ ଆରମ୍ଭ ହିଁ strong concept ପାଖରେ ପହଞ୍ଚାଇବ "
ARE U READY FOR IT ? WE GIVE SPECIAL CARE "
SO JOIN & START .... LET US START....
class 5th -- ସବୁ lessons & exercises covered with doubts
କ୍ଲାସ 6th -- ସବୁ lessons & exercises covered with doubts
କ୍ଲାସ --7th -- ସବୁ lessons & exercises covered with doubts
କ୍ଲାସ --8th -- ସବୁ lessons & exercises covered with doubts
କ୍ଲାସ -- 9th -- ସବୁ lessons & exercises covered with doubts
NOTE -- DAILY LIVE CLASS ବି UPLOAD ପାଇବେ , MEMBERSHIP ପରେ ANY UPLOAD ତୁମ କ୍ଲାସ ରେ ମଧ୍ୟ WATCH କରିପାରିବେ l
JOIN TODAY / ENROLL NOW /CLICK YELLOW LINK & ENROLL NOW
Originally published May 2, 2019
+91 7873291759 whatsapp
Webinars | Courses | Our leaders | Contact | Terms & Conditions
All Rights Reserved Leadership Academy