ମୋର ଶିକ୍ଷାଦାନ ମଧ୍ୟରେ 5500 ଶିଶୁଙ୍କ ସମସ୍ଯାକୁ ଅନୁଭବ କରି ତାଙ୍କୁ ସଫଳତା ଦେବା ସକାଶେ ଗ୍ରହଣ କରିଥିବା କୌଶଳ ହିଁ ସେମାନଙ୍କୁ ସଫଳତା ଦେଇଥିଲା l I ଶିଶୁ ଘରେ ବସି ପାଠ ପଢି ବୀଜଗଣିତ ରେ strong ହେଲେ ନବମ ଓ ଦଶମ ରେ କୌଣସି ଅସୁବିଧା ର ସମୁଖୀନ ନ ହୋଇ ଆଗକୁ ବଢିପାରିବ ତାହା ହିଁ ସଫଳତା ଆଣିବାରେ ସହାୟକ ହେବ l so future strong ହେବ l you can make strong future of your child
I am a Teacher. Prasant Ratnalu
ଗଣିତ ରେ ଦକ୍ଷତା ବୃଦ୍ଧି ମନରେ ଆଗ୍ରହ ସହ ସାହସ ଆଣିବ l challenge କୁ ଗ୍ରହଣ କରି ସଫଳତା ଆଣେ l
*sir ଙ୍କ ସହ ଓ ସାଙ୍ଗମାନଙ୍କ ସହ ଆଲୋଚନା ହିଁ doubt ଦୂର କରେ l
*ସଫଳତା ର ପାହାଚ ତାକୁ ନୂତନ ପରିଚୟକୁ ନିଏ l